Monday , February 24 2020
Home / ବିଶେଷ / ପବିତ୍ର ଜାତୀୟ ପତାକାକୁ ଅବମାନନା ଅଭିଯୋଗ

ପବିତ୍ର ଜାତୀୟ ପତାକାକୁ ଅବମାନନା ଅଭିଯୋଗ

ସାଲେପୁର, ୨୭/୦୧/୨୦୨୦ ( ଓଡ଼ିଶା ସମାଚାର/ ଅଭୟ ଜେନା ): ସାଲେପୁର ବ୍ଳକ୍ ଅଧିନ କଟକ-ଚାନ୍ଦବାଲି ରାସ୍ତାର ଖରାଖିଆ ବଜାର ନିକଟରେ ଜାତୀୟ ପତାକା ଅତ୍ୟନ୍ତ ଅବହେଳିତ ଭାବରେ ରାସ୍ତାକଡ଼ରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଜନୈକ ରାଜନେତାଙ୍କ ଫଟୋ ଥିବା ବ୍ୟାନରରେ ଜାତୀୟ ପତାକାଟି ଗୁଡ଼େଇ ହୋଇ ରହିଥିବାରୁ ସାଧାରଣରେ ଭୃକୁଞ୍ଜନ ସୃଷ୍ଟି ହୋଇଥିଲା । କିଏ ଏଭଳି ଜାତୀୟ ପତାକାକୁ ଅବହେଳିତ ଅବସ୍ଥାରେ ପକାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାର ବିଧିବଦ୍ଧ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ

ଫୁଲବାଣୀ, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)- ବନ୍ଧଗଡ଼ ସ୍ଥିତ ସ୍ୱାତୀ ସମ୍ବଳ କେନ୍ଦ୍ର ଠାରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ …

Leave a Reply

Your email address will not be published. Required fields are marked *