Sunday , January 19 2020
Breaking News
Home / ବିଶେଷ / ପତିତବାବନଦେବଙ୍କ ପ୍ରତିଷ୍ଠା ଉତ୍ସବ

ପତିତବାବନଦେବଙ୍କ ପ୍ରତିଷ୍ଠା ଉତ୍ସବ

ନିଶ୍ଚିନ୍ତକୋଇଲି ୧୦/୦୯/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା): ନେମାଳ ପଂଚାୟତର ମାଳିଗାଁ ସ୍ଥିତ ଶ୍ରୀ ଶ୍ରୀ ପତିତପାବନଦେବଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉସôବ ପାଳିତ ହୋଇଯାଇଛି । ପ୍ରାତଃ ରୁ ପୂଜା ପାଠ ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହେବା ସହ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ପୂଜାଆରାଧନା ହେମାଦି କର୍ମ ସମାପନ ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ଶ୍ରୀ ରତ୍ନାକର ବାରିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉସôବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ । ଶେଷରେ ଆନନ୍ଦ ବଜାରରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର – ଲୋକଙ୍କ ପାଇଁ କାମ କର

ଭୁବନେଶ୍ୱର ,୧୯/୦୧/୨୦୨୦ (ଓଡ଼ିଶା ସମାଚାର)- ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲାପାଳ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । …

Leave a Reply

Your email address will not be published. Required fields are marked *