Friday , February 28 2020
Breaking News
Home / ବିଶେଷ / ନେତାଜୀ ଯୁବକ ସଂଘ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

ନେତାଜୀ ଯୁବକ ସଂଘ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

 

ଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ପଳାସପିଠିଆ ଗୋଡା ସ୍ଥିତ ନେତାଜୀ ଯୁବକ ସଂଘ ତରଫରୁ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଯୁବକସଂଘର ସଭାପତି ପୂର୍ବତନ ସରପଂଚ ପ୍ରଭାତ କଅଁର ଜାତୀୟପତାକା ଉତୋଳନ କରିଥିଲେ । ପପୁ କଅଁର,ଚିନ୍ତାମଣି କଅଁର,କାଳନ୍ଦି କଅଁର,କୁଲୁ ଜେନା,ତାପସ ଜେନା,କୁମର ମହାପାତ୍ର,ଟୁଟୁ ମହାପାତ୍ର,ରମେଶ ଜେନା,ଅରୁପା ସାହୁ,ସନ୍ତୋଷ କଅଁର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *