Saturday , November 16 2019
Breaking News
Home / ତାଜା ଖବର / ଦୋକାନରୁ ଚୋରୀ

ଦୋକାନରୁ ଚୋରୀ

ଗରଦପୁର, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ରଥଦାଣ୍ଡ ପୋଲ ନିକଟରେ ଥିବା ପବିତ୍ର ପଣ୍ଡାଙ୍କ ପାନ ଦୋକାନ ରୁ ଗତକାଲି ରାତିରେ ଚୋରୀ ହୋଇଛି । ଦୁର୍ବୃତମାନେ ଦୋକାନର କବାଟ ତାଡ଼ି ଭିତରେ ପସି ଦୋକାନରୁ ବିଭିନ୍ନ ପ୍ରସାଧନ ସାମଗ୍ରୀ ଚୋରୀକରି ନେଇଯାଇଛନ୍ତି , ଯାହାର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ପାଟକୁରା ଥାନାରେ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ୍ ମିଳିଲା

କଟକ ,୧୪/୧୧/୨୦୧୯(ଓଡ଼ିଶା ସମାଚାର)- ଦୀର୍ଘ ଦିନ ପରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ୍ ମିଳିଲା । ଗତ ୨୦୧୬ ଅକ୍ଟୋବର …

Leave a Reply

Your email address will not be published. Required fields are marked *