Wednesday , December 11 2019
Breaking News
Home / ତାଜା ଖବର / ଦେଶି ମଦ ଭାଟି ରେ ମାଓବାଦୀ ଙ୍କ ଲଙ୍କା କାଣ୍ଡ

ଦେଶି ମଦ ଭାଟି ରେ ମାଓବାଦୀ ଙ୍କ ଲଙ୍କା କାଣ୍ଡ

ଜୟପୁର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ମାଓବାଦୀମାନେ ଏକ ଦେଶି ମଦ ଭାଟି ରେ ମାଓବାଦୀ ଙ୍କ ଲଙ୍କା କାଣ୍ଡ ଘଙ୍କାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ଡ଼ୁମୁରୀପୁଟ ଅଂଚଳରେ ଥିବା ଦେଶି ମଦ ଭାଟିରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ପ୍ରାୟ ୧୦ ୧୨ ଜଣ ସଶସ୍ତ୍ର ମାଓବାଦୀ ଦେଶିମଦ ଭାଟି ଉପରେ ଚଢ଼ାଉ କରି ଗୋଟିଏ ଜିପ , ୨ ଟି ମୋଟରସାଇକେଲ ଓ ଜେନେରେଟର ରେ ନିଆଁ ଲଗାଇ ଦେଇଛନ୍ତି । ସେଠାରେ ସେମାନେ ଏକ ପୋଷ୍ଟର ଛାଡ଼ିଯାଇଛନ୍ତି । ସେଥିରେ ମଦଭାଟି ତୁରନ୍ତ ବନ୍ଦ କରିବା ପାଇଁ ଲାଲବାହିନୀ ସତର୍କ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ବିଧାୟକଙ୍କ ଗାଡ଼ି ପୋଡ଼ି

ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ବିଧାୟକଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ । ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ଭରତପୁର କ୍ୟାମ୍ପରେ ଏକ …

Leave a Reply

Your email address will not be published. Required fields are marked *