Saturday , November 16 2019
Breaking News
Home / ତାଜା ଖବର / ଦୁର୍ବୃତଙ୍କ ଗୁଳିମାଡ଼ରେ ଠିକାଦାର ଆହତ – ଗାଁ ଲୋକେ ୨ ଜଣ ଙ୍କୁ ଧରି ଛେଚିଲେ ଓ ବାଇକ୍ ରେ ନିଆଁ ଲଗାଇ ଦେଲେ

ଦୁର୍ବୃତଙ୍କ ଗୁଳିମାଡ଼ରେ ଠିକାଦାର ଆହତ – ଗାଁ ଲୋକେ ୨ ଜଣ ଙ୍କୁ ଧରି ଛେଚିଲେ ଓ ବାଇକ୍ ରେ ନିଆଁ ଲଗାଇ ଦେଲେ

କୋଣାର୍କ,୦୬/୧୧/୨୦୧୯(ଓଡ଼ିଶା ସମାଚାର)- ଜଣେ ଠିକାଦାର ନିଜ ଘର ସମ୍ମୁଖରେ ଛିଡ଼ା ହୋଇଥିବାବେଳେ ଦୁର୍ବୃତ ଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି । ତାଙ୍କୁ ରାଜଧାନୀର ଏକ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁଳିମାଡ଼ କରି ପଳାଉଥିବାବେଳେ ଗାଁ ଲୋକେ ଦୁଇ ଦୁର୍ବୃତଙ୍କୁ ଧରି ଛେଚିଲେ ଓ ତାଙ୍କ ବାଇକ୍ ରେ ନିଆଁ ଲଗାଇ ଦେଇଛନ୍ତି । ଆହତ ଠିକାଦାର ଗୋପ ସୁବର୍ଣ୍ଣପୁରର ଉମା ସାହୁ । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ୍ ମିଳିଲା

କଟକ ,୧୪/୧୧/୨୦୧୯(ଓଡ଼ିଶା ସମାଚାର)- ଦୀର୍ଘ ଦିନ ପରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଜାମିନ୍ ମିଳିଲା । ଗତ ୨୦୧୬ ଅକ୍ଟୋବର …

Leave a Reply

Your email address will not be published. Required fields are marked *