Thursday , November 14 2019
Breaking News
Home / ବିଶେଷ / ଦିବ୍ୟଶକ୍ତି ପାଠାଗାରରେ ଶାରଦୀୟ ମିଳନ 

ଦିବ୍ୟଶକ୍ତି ପାଠାଗାରରେ ଶାରଦୀୟ ମିଳନ 

ଗରଦପୁର, ୧୦/୧୦/୨୦୧୯ (ଓଡ଼ିଶା ସମାଚାର)-)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ସ୍ଥିତ ଦିବ୍ୟଶକ୍ତି ପାଠାଗାରରେ  ଗତକାଲି ଏକ ଶାରଦୀୟ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।  ଅନୁଷ୍ଠାନର ସଭାପତି ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି ଙ୍କ ପୈରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ  ଉପସଭାପତି କେଶବାନନ୍ଦ ଆଚାର୍ଯ୍ୟ, ସମ୍ପାଦକ ପ୍ରଭାତ କୁମାର ଶତପଥି  , ସହସମ୍ପାଦକ ଉପେନ୍ଦ୍ର କୁମାର ବାରିକ, କୋଷାଧ୍ୟକ୍ଷ ସ୍ୱାଧୀପନ ସେନରାପତି ଉପଦେଷ୍ଟା ତ୍ରିଲୋଚନ ସ୍ୱାଇଁ , ସରପଂଚ ଗୌରାଙ୍ଗ ଚରଣ ପରିଡ଼ା, ଶିକ୍ଷକ ନେତା ପୂର୍ଣ୍ରଚନ୍ଦ୍ର ପଣ୍ଡା, ସାମ୍ବାଦିକ ନବଘନ ନାୟକ,  ଚାରୁଚନ୍ଦ୍ର ସେନାପତି , ଗଙ୍ଗାରାମ ଦାଶ, ନୀଳମଣି ଭୋଇ, ଦାପକ କୁମାର ଦାସ,  ମୃତ୍ୟୁଂଜୟ ଆଚାର୍ଯ୍ୟ ପୟ୍ରମୁଖ ଯୋଗଦେଇ ପାଠାଗାର ଓ ଶାରଦୀୟ ମିଳନ ସମ୍ପର୍କରେ ଆଲୋକପାତ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ତାଲିମ ଶିବିର

ରାୟଗଡ଼ା, ୧୪/୧୧/୨୦୧୯(ଓଡ଼ିଶା ସମାଚାର)- ରାୟଗଡ଼ା ଜିଲା ମୁଖ୍ୟାଳୟସ୍ଥିତ ଗ୍ରାମ୍ୟଉନ୍ନୟନ ସଦଭାବନା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ଏକ …

Leave a Reply

Your email address will not be published. Required fields are marked *