Wednesday , February 26 2020
Breaking News
Home / ବିଶେଷ / ଝାରସୁଗୁଡାରୁ ଆଉ ୨ ଟି ସହରକୁ ଉଡିବ ବିମାନ

ଝାରସୁଗୁଡାରୁ ଆଉ ୨ ଟି ସହରକୁ ଉଡିବ ବିମାନ

ଭୁବନେଶ୍ୱର, ୧୨/୦୯/୨୦୧୯(ଓଡ଼ିଶା ସମାଚାର)- ଝାରସୁଗୁରଡା ବିମାନଘାଟିରୁ ଆଉ ଦୁଇଟି ସହରକୁ ବିମାନ ଉଡିବ । ଏଣିକି ଯାତ୍ରୀମାନେ ଝାରସୁଗୁଡାରୁ କୋଲକାତା ଓ ବାଙ୍ଗାଲୋର ଯାଇପାରିବେ । ବର୍ତମାନ ଝାରସୁଗୁଡାରୁ ୫ ଟି ସହରକୁ ବିମାନ ଚଳାଚଳ କରୁଛି । ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି । ବୁଧବାର ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଂଚଳିକ ବିମାନ ଯୋଗାଯୋଗ ବୈଠଳରେ ଏହି ନିଷ୍ପତି ହୋଇଛି । ଓଡ଼ିଶା ସମାଚାର

About admin

Check Also

କଟକ ପୂର୍ବାଞ୍ଚଳ ଆଇନିଜୀବୀ ସଙ୍ଘର ବାର୍ଷିକ ସମିଳନୀ ଅନୁଷ୍ଠିତ

  କଟକ ,୨୫/୦୨/୨୦୨୦(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ପୂର୍ବାଞ୍ଚଳ ଆଇନିଜୀବୀ ସଙ୍ଘର ବାର୍ଷିକ ସମିଳନୀ ଗୁରୁଡ଼ିଝାଟିଆ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି, …

Leave a Reply

Your email address will not be published. Required fields are marked *