Saturday , November 16 2019
Breaking News
Home / କ୍ରୀଡ଼ା / କ୍ରୀଡ଼ାମନ୍ତ୍ରୀଙ୍କ ଶାରୀରିକ ଶିକ୍ଷା କଲେଜ ଗସ୍ତ

କ୍ରୀଡ଼ାମନ୍ତ୍ରୀଙ୍କ ଶାରୀରିକ ଶିକ୍ଷା କଲେଜ ଗସ୍ତ

ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)- କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଙ୍ଗଳବାର ଅଚାନକ ସିଜୁଆ ସ୍ଥିତ ଏନଏମଆଇଇଟି ସ୍ଥିତ ଶାରୀରିକ ଶିକ୍ଷା କଲେଜକୁ ଅଚାନକ ପରିଦର୍ଶନ ଯାଇ ଶିକ୍ଷା ବ୍ୟବସ୍ଥା ଯାସଙ୍ଖ କରିବା ସହ ଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରିଥିଲେ । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀ ବେହେରା ଶ୍ରେଣୀକକ୍ଷ, ଖେଳପଡ଼ିଆ, ଛାତ୍ରାବାସ ବୁଲି ଦେଖିଥିଲେ । ଏହାବ୍ୟତୀତ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୟରେ ମନ୍ତ୍ରୀ ପିଲାଙ୍କ ମଧ୍ୟାହ୍ନଭୋଜନରେ ଦିଆଯାଉଥିବା ଖାଦ୍ୟର ମାନ ଯାଂଚ କରିଥିଲେ । ନୂଆକରି ଶିକ୍ଷାଦାନ ଆରମ୍ଭ ହୋଇଥିବାରୁ ପିଲାମାନେ ଯେପରି କୌଣସି ମସ୍ୟାର ସମ୍ମୁଖୀନ ନହୁଅନ୍ତି ସେ ସମ୍ପର୍କରେ
କଲେଜ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜ୍ୟସ୍ତରୀୟ ସ୍କୁଲ କ୍ରୀଡା ପ୍ରତିଯୋଗୀତାରେ ସରୋଜ ପ୍ରଥମ

କେନ୍ଦ୍ରାପଡ଼ା ୧୦/୧୧/୨୦୧୯(ଓଡ଼ିଶା ସମାଚାର)-୬୫ତମ ରାଜ୍ୟ ସ୍ତରୀୟ ସ୍କୁଲ କ୍ରୀଡା ପ୍ରତିଯୋଗୀତାର ହାଇଜମ୍ପ ଇଭେଂଟରେ କେନ୍ଦ୍ରାପଡା କଲେଜର ଛାତ୍ର ସରୋଜ କୁମାର …

Leave a Reply

Your email address will not be published. Required fields are marked *