Saturday , January 25 2020
Breaking News
Home / ବିଶେଷ / କାଳିଆ କୁ ପଦେ  (କବିତା) –   ରୋଜାଲିନ କାନୁନଗୋ

କାଳିଆ କୁ ପଦେ  (କବିତା) –   ରୋଜାଲିନ କାନୁନଗୋ

କେମିତି ଜଣେଇବି ତତେ l

ମୋ ଦୁଃଖ ମୋ ଶୋକ

ତୁ  ବି କେବେ ଡ଼ାକୁନୁ ମତେ ll

ଚିଠି ବି ଆସିଲା ଫେରି

ସିଂହ ଦ୍ୱାର ବନ୍ଦ ବୋଲି

 ଫେରନ୍ତା ଚିଠି କୁ ମୁଁ ଦେଲି ଚିରି ll

ଫୋନ କରନ୍ତି ତତେ

ନମ୍ବର ବି ଦେଇନୁ ତୁ ମତେ ll

କାଳିଆରେ

କେତେଦିନ ତତେ ମୁଁ ଝୁରିବି

କହିବୁ ଯଦି ଏଇ ଥର

ଦରମା ପାଇଲେ

ଫୋନ ଟିଏ

ତୋ ପାଇଁ କିଣିବି ll

-0-

  ବୈଦିକ କଲେଜ

       ସମ୍ବଲପୁର

About admin

Check Also

ଚିଟଫଣ୍ଡ ଶୋଷଣ ପ୍ରତିରୋଧ ବିରୁଦ୍ଧରେ ମହିଳା ସଙ୍ଘର୍ଷ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- – ଜିଲ୍ଲାର ମାର୍ଶାଘାଇ,ମହାକାଳପଡା ଓ ତନ୍ତିଆପାଳ ଅଂଚଳରେ ଚିଟଫଣ୍ଡ ସଂସ୍ଥା ଦ୍ୱାରା ଶୋଷିତ ହୋଇଥିବା ସ୍ୱୟଂ …

Leave a Reply

Your email address will not be published. Required fields are marked *