Monday , December 16 2019
Breaking News
Home / ବ୍ୟବସାୟ ବାଣିଜ୍ୟ / କଳିଙ୍ଗ ସେପ୍ଟିଂ ଏକ୍ସିଲେନ୍ସ (ଗୋଲ୍ଡ) ଆୱାର୍ଡ ରେ ସମ୍ମାନୀତ ପାରାଦ୍ୱୀପ ଇଫକୋ

କଳିଙ୍ଗ ସେପ୍ଟିଂ ଏକ୍ସିଲେନ୍ସ (ଗୋଲ୍ଡ) ଆୱାର୍ଡ ରେ ସମ୍ମାନୀତ ପାରାଦ୍ୱୀପ ଇଫକୋ

ପାରାଦ୍ୱୀପ ୨୩/୧୧/୨୦୧୯(ଓଡ଼ିଶା ସମାଚାର)-ଫର୍ଟିଲାଇଜର ଓ କେମିକାଲ ପରିଚାଳନାରେ ଉକôର୍ଷ ସୁରକ୍ଷିତ ପରିଚାଳନା ପାଇଁ ଇଫକୋ ପାରାଦ୍ୱୀପ ୟୁନିଟକୁ କଳିଙ୍ଗ ସେପ୍ଟିଂ ଏକ୍ସିଲେନ୍ସ (ଗୋଲ୍ଡ) ଆୱାର୍ଡ ୨୦୧୮ରେ ସମ୍ମାନୀତ କରାଯାଇଛି । ନଭେମ୍ବର ୨୨ ତାରିଖ ଦିନ ଭୁବନେଶ୍ୱରରେ ଆୟୋଜିତ “ଓଡିଶା ଷ୍ଟେଟ୍ ସେପ୍ଟିଂ କନ୍କ୍ଲେଭ- ୨୦୧୯” କାର୍ଯ୍ୟକ୍ରମରେ ଏହି ଆୱାର୍ଡ ପ୍ରିନ୍ସିପାଲ ସେକ୍ରେଟାରୀ ଏବଂ ରୁରାଲ ଡେଭ୍ଲପମେ ଓ ଓସଡମା ର ପରିଚାଳନା ନିର୍ଦ୍ଧେଶକ ପ୍ରଦିପ୍ତ କୁମାର ଜେନା ( ଆଇଏଏସ୍) ଏହି ଆୱାର୍ଡକୁ ଇଫକୋ ପାରାଦ୍ୱୀପ ମୁଖ୍ୟ କେ.ଜେ. ପଟେଲଙ୍କୁ ପ୍ରଦାନ କରିଥିଲେ । ସୂଚନା ଥାଉକି ଇଫକୋ ପାରାଦ୍ୱୀପ ୟୁନିଟ୍ ତାର ସୁରକ୍ଷା ଓ ପାରିପାଶ୍ୱର୍ିକ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ସର୍ବଦା ଚର୍ଚ୍ଚାରେ ରହିବା ସେଙ୍ଗ ସେଙ୍ଗ ବହୁ ଆୱାର୍ଡ ଓ ସମ୍ମାନ ହାସଲ କରିପାରିଛି । ଓଡ଼ିଶା ସମାଚାର

About admin

Check Also

ଗରାପୁରରେ ଦି ପ୍ୟାଲେସ ହୋଟେଲ ଉଦଘାଟିତ

କେନ୍ଦ୍ରାପଡା,୦୪/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ଠାରେ ଦି ପ୍ୟାଲେସ ହୋଟେଲକୁ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ …

Leave a Reply

Your email address will not be published. Required fields are marked *