Friday , September 20 2019
Breaking News
Home / କ୍ରୀଡ଼ା / କବାଡ଼ି ଖେଳକୁ ଲୋକପ୍ରିୟ କରିବାକୁ ପଦକ୍ଷେପ

କବାଡ଼ି ଖେଳକୁ ଲୋକପ୍ରିୟ କରିବାକୁ ପଦକ୍ଷେପ

 

ଭୁବନେଶ୍ୱର ,୨୬/୦୭/୨୦୧୯(ଓଡ଼ିଶା ସମାଚାର)-ଗ୍ରାମାଂଚଳରେ କବାଡ଼ି ଖେଳକୁ ଲୋକପ୍ରିୟ କରିବା ପାଇଁ ପ୍ରତିଭାବାନ କବାଡ଼ି ଖେଳାଳୀମାନଙ୍କୁ ଚୟନ କରି ପୁରୀଠାରେ ଥିବା କ୍ରୀଡ଼ା ଛାତ୍ରାବାସରେ ରଖାଯାଇ ତାଲିମ୍ପ୍ରାପ୍ତ ପ୍ରଶିକ୍ଷକମାନଙ୍କ ଦ୍ୱାରା ଉତମ ତାଲିମ୍ ସହ ଆନୁସଙ୍ଗିକ ସୁବିଧାସୁଯୋଗ ପ୍ରଦାନ କରାଯିବା ସମେତ ରାଜ୍ୟ କବାଡ଼ି ସଂଘକୁ ରାଜ୍ୟ ସରକାର ପ୍ରତିବର୍ଷ ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି ବୋଲି ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ବିଧାନସଭାରେ ଆଗତ ଲିଖିତ ପ୍ରଶ୍ନ ସଂଖ୍ୟା ୨୨୨୩ ରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଉତର ପ୍ରଦାନ କରିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ଜିଲାପାଳ

କେନ୍ଦ୍ରାପଡା, ୨୦/୦୯/୨୦୧୯(ଓଡ଼ିଶା ସମାଚାର)-ଆଇସିଏସଇ ବୋର୍ଡ ପରୀକ୍ଷାରେ ଜିଲା ଟପ୍ପର ଏବଂ ରାଜ୍ୟରେ ଦ୍ୱିତୀୟ ହୋଇଥିବା ଛାତ୍ର ମହାକାଳପଡା ଥାନା ଅନ୍ତର୍ଗତ …

Leave a Reply

Your email address will not be published. Required fields are marked *