Tuesday , January 28 2020
Breaking News
Home / ନିର୍ବାଚନ / କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ପଂଚାୟତ ର  ଉପନିର୍ଵାଚ  ପାଇଁ ପ୍ରଚାର. ଜୋରଦାର

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ପଂଚାୟତ ର  ଉପନିର୍ଵାଚ  ପାଇଁ ପ୍ରଚାର. ଜୋରଦାର

ସାଲେପୁର , ୧୧/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା ) -ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମପଂଚାୟତ ସରପଞ୍ଚ ପ୍ରଭାତୀ ଜେନା ଙ୍କ ଗତ ୧୬.୦୩.୨୦୧୮ ରେ ଦେହାନ୍ତ ପରେ ଚଳିତ ମାସ  ୨୭ ତାରିଖ ରେ  ଉପନିର୍ବାଚନ ହେବା କୁ ଯାଉଛି. ଏହି ନିର୍ବାଚନ ରେ   ଚାରିଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି. ସେମାନଙ୍କ ମଧ୍ୟ ରୁ ରୁପାଲୀନ ନାୟକ ବିଜୁଜନତା ଦଳ ସମର୍ଥିତ ପାର୍ଥୀ ଭାବରେ ଓ  ନିରୁପମା ସାହୁ ପ୍ରତିଦ୍ୱନ୍ଦୀ ତା କରୁଛନ୍ତି. ଏହି ନିର୍ବାଚନ  ରେ ବିଜେଡି ସମର୍ଥିତ ପାର୍ଥିନି ବାକି ରହି ଥିବା ପଂଚାୟତ   ର ଅଧୁରା କାମକୁ ସମ୍ପୂର୍ଣ କରିବେ ବୋଲି  ପ୍ରକାଶ କରିଛନ୍ତି. ଏହି ନିର୍ବାଚନ ରେ ତାଙ୍କୁ ବହୁ ସମର୍ଥନ ମିଳୁ ଥିବା ପ୍ରକାଶ କରିଛନ୍ତି. । ଏହି ନିର୍ବାଚନ ରେ ସେ ବିପୁଳ ଭୋଟ ରେ ବିଜୟୀ ହେବେ ବୋଲି ଦୃଢ  ମତ ପୋଷଣ କରିଛନ୍ତି. । ଓଡ଼ିଶା ସମାଚାର

About admin

Check Also

ଭୁବନ ରେ ଜିଲ୍ଲାପାଳ ଙ୍କ  ମିଳିତ ଜନଶୁଣାଣି , ୧୨୯ ଅଭିଯୋଗରୁ ୯୮ ଟି ସମାଧାନ 

 öଭୁବନ ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନ ଏନଏସି ସ୍ଥିତ ବାଜିରାଉତ କଲ୍ୟାଣ ମଣ୍ଡପଠାରେ ଆଜି ଜିଲ୍ଲାପାଳ ଙ୍କ ଜନଶୁଣାଣି ଅନୁଷ୍ଠିତ …

Leave a Reply

Your email address will not be published. Required fields are marked *