Friday , February 28 2020
Breaking News
Home / ବିଶେଷ / ଓଡିଶା ସମ୍ମିଳିତ କର୍ମଜିବୀ ସାମ୍ବାଦିକ ସଂଘର ବନ୍ଧୁମିଳନ

ଓଡିଶା ସମ୍ମିଳିତ କର୍ମଜିବୀ ସାମ୍ବାଦିକ ସଂଘର ବନ୍ଧୁମିଳନ

କେନ୍ଦ୍ରାପଡା ୨୪/୦୧/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଆରାଧ୍ୟ ଦେବାତା ଶ୍ରୀ ଶ୍ରୀ ସିଦ୍ଧବଳଦେବଜୀଉଙକ ରଥଦାଣ୍ଡରେ ଥିବା ଯାତ୍ରୀନିବାସଠାରେ ଓଡିଶା ସମ୍ମିଳିତ କର୍ମଜିବୀ ସାମ୍ବାଦିକ ସଂଘର ବନ୍ଧୁମିଳନ ଓ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ପୀତବାସ ମିଶ୍ର ଯୋଗ ଦେଇଥିବାବେଳେ ସଂପାଦକ ତପନ ହିରଣ୍ୟ ମହାରଣା, ରଂଜନ ରାଉତ, ହିମାଳୟ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମାନ୍ୟବର କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ବିଜେଡିର ରାଜ୍ୟ ସଂପାଦକ ରାଜେଶ କୁମାର ଦାସ, ବିଜେଡି ଜିଲ୍ଲା ଛାତ୍ର ନେତା ପ୍ରଦୀପ ସାହୁ, ପ୍ରଫେସର ନନ୍ଦ କିଶୋର ପରିଡା, ପୂର୍ବତନ ପୌରଅଧ୍ୟକ୍ଷା ଧିରେନ କୁମାର ସାହୁ. ସୂଚନା ଓ ଲୋକସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ, ଅଜୟ କୁମାର ଦାସ, ଗୋଲଖ ଚନ୍ଦ୍ର ପଢିହାରୀ, ସେକ ଅକମଲ ଅଲ୍ଲୀ, ଜିଲ୍ଲା ସଭାପତି ଦୁର୍ଗପ୍ରସାଦ ପତି, ସଂପାଦକ ପ୍ରଦ୍ୟୁମ୍ନ କୁମାର ରାଉତ, ରାଜ୍ୟ ସଦସ୍ୟ ପ୍ରଫୁଲ୍ଲ କୁମାର ସାହୁ, ପାର୍ଥସାରଥୀ ମହାପାତ୍ର, ଏମଡି ଇଲିଆଜ୍ ଅଲ୍ଲୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ବଂଧୁ ମିଳନ ରାଜ୍ୟସ୍ତରୀୟ ସମ୍ମିଳନୀ ଅବସରରେ ସାମ୍ବାଦିକ ସୁଶ୍ରୀ ଶ୍ୱପ୍ନାଶ୍ରୀ ପଣ୍ଡା, ଡଃ ଅଲେଖ ନାଥ ଶର୍ମା, ସୁଧାଂଶୁ ଭୂଷଣ ତ୍ରିପାଠୀ, ମନୋଜ କୁମାର ସ୍ୱାଇଁ, ରଶ୍ମିରଂଜନ ମହାପାତ୍ର, ରବିନାରାୟଣ ପତି, ଜଗଦିଶ ପତି, ମାତୃଦତ ମହାନ୍ତି, ସୁବ୍ରତ କୁମାର ସାମଲ, ଜୀବନ କୁମାର ସିଂ, ଜଗନ୍ନାଥ ଧଳ, ପରିକ୍ଷିତ ପାତ୍ର, ରବିନ୍ଦ୍ର କୁମାର ଦାସ, ନିଳାଦ୍ରୀ ଭୂଷଣ ତ୍ରିପାଠୀ, ଅସିତ ପଣ୍ଡା, ମହେଶ ପାଢୀ, ଦେବେନ୍ଦ୍ର କୁମାର ରାଉତ, ପ୍ରକାଶ ଚନ୍ଦ୍ର ପରିଡା, କାଳିପ୍ରସାଦ ମିଶ୍ର, ପ୍ରମୋଦ କୁମାର ମଲ୍ଲିକ (ଭାରାପ୍ରାପ୍ତ ଥାନା ଅଧିକାରୀ ସଦର) ଅଜିତ କୁମାର ଦାସ, ଅରବିନ୍ଦ ରାଉତ, ରବୀନ୍ଦ୍ର କୁମାର ପାତ୍ର ପ୍ରଭୃତିଙ୍କୁ ସଂଘ ତରଫରୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ସାମ୍ବାଦିକ ଏକତା ହିଁ ସାମ୍ବାଦିକ ସମୃଦ୍ଧି । ଏହି କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସାମ୍ବାଦିକ ଏବଂ ସଂପାଦକ ପ୍ରଫୁଲ୍‌ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *