Tuesday , July 16 2019
Home / ରାଜନୀତି / ଉତ୍କଳ ପରିଡ଼ାଙ୍କୁ ପାଟକୁରା ନିର୍ବାଚନ ସଂଯୋଜକ ଦାୟିତ୍ୱ

ଉତ୍କଳ ପରିଡ଼ାଙ୍କୁ ପାଟକୁରା ନିର୍ବାଚନ ସଂଯୋଜକ ଦାୟିତ୍ୱ

ଭୁବନେଶ୍ୱର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନ ସଭା ନିର୍ବାଚନ ହେବ । ମଝିରେ ଆଉ ମାତ୍ର ଗୋଟିଏ ସପ୍ତାହ ଥିବାବେଳେ ସମସ୍ତ ପ୍ରମୁଖ ଦଳ ନୂଆ ନୂଆ ରଣ କୌଶଳ ଆପଣଉଛନ୍ତି । ଶୁକ୍ରବାର ବିଜେଡ଼ି ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ବିଧାୟକ ଉତ୍କଳ ପରିଡ଼ା (ଟୁଲୁ) ଙ୍କୁ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସଂଯୋଜକ ନିଯୁକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

‘ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତି’ ଆଲୋଚନାଚକ୍ର

କଟକ, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତି ସଂପର୍କରେ   କଟକ ଗାନ୍ଧୀ ଭବନରେ ଏସ୍ୟୁସିଆଇ(ସି) ପକ୍ଷରୁ ଆଲୋଚନାଚକ୍ର …

Leave a Reply

Your email address will not be published. Required fields are marked *