Friday , September 20 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ଇଣ୍ଡିଆନ ଅଏଲର ଅର୍ଥ ନିର୍ଦ୍ଦେଶକ ଭାବେ ସନ୍ଦିପ ଗୁପ୍ତାଙ୍କ  ଦାୟିତ୍ୱ ଗ୍ରହଣ

ଇଣ୍ଡିଆନ ଅଏଲର ଅର୍ଥ ନିର୍ଦ୍ଦେଶକ ଭାବେ ସନ୍ଦିପ ଗୁପ୍ତାଙ୍କ  ଦାୟିତ୍ୱ ଗ୍ରହଣ

 

ପରାଦ୍ୱୀପ ୦୬/୦୮/୨୦୧୯(ଓଡ଼ିଶା ସମାଚାର)-ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) କେନ୍ଦ୍ରୀୟ ବୋର୍ଡରେ ସନ୍ଦିପ କୁମାର ଗୁପ୍ତା ଅର୍ଥ ର୍ନିର୍ଦ୍ଦଶକ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଇଣ୍ଡିଆନ ଅଏଲ କର୍ପୋରେଟ୍ ଅଫିସର କର୍ପୋରେଟ ଫାଇନାନ୍ସ ରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ଥିଲେ । ଦୀର୍ଘ ବର୍ଷ ଶ୍ରୀ ଗୁପ୍ତା ଇଣ୍ଡିଆନ ଅଏଲର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ସଂସ୍ଥାର ଆର୍ଥିକ ଉନ୍ନୟନ କ୍ଷେତ୍ରରେ ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରି ସଫଳତା ହାସଲ କରିଛନ୍ତି । ତେବେ  ଶ୍ରୀ ଗୁପ୍ତାଙ୍କ ର ଏହି ନୂତନ ଦାୟିତ୍ୱ ସଂସ୍ଥାର ଉନ୍ନତି ଦିଗରେ ନିଶ୍ଚିତ ସହାୟକ ହେବ ବୋଲି ଇଣ୍ଡିଆନ ଅଏଲ ର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *