Wednesday , February 26 2020
Breaking News
Home / ବିଶେଷ / ଆଦିତ୍ୟ ପ୍ରସାଦ ପାଢ଼ୀ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଆଦିତ୍ୟ ପ୍ରସାଦ ପାଢ଼ୀ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଆଦିତ୍ୟ ପ୍ରସାଦ ପାଢ଼ୀ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ବର୍ତମାନ ଶ୍ରୀ ପାଢ଼ୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ଅଛନ୍ତି । ୧୯୮୩ ବ୍ୟାଚ ଆଇଏଏସ ଅଧିକାରୀ ଶ୍ରୀ ପାଢ଼ୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଗତ ୨୦୧୫ ମସିହା ନଭେମ୍ବର ୩୦ ତାରିଖରୁ କାର୍ଯ୍ୟ କରିଆସୁଛନ୍ତି । ଶ୍ରୀ ପାଢ଼ୀଙ୍କ ର ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି କୁ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ବିଦ୍ଧିବଦ୍ଧ ଭାବେ ଅନୁମୋଦନ କରିଛନ୍ତି । ଶ୍ରୀ ପାଢ଼ୀ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ପାଇବା ପରେ ପରବର୍ତି ମୁଖ୍ୟ ସଚିବ କିଏ ହେବ ସେ ନେଇ ଚର୍ଚ୍ଚା ଯୋର ଧରିଛି । ଓଡ଼ିଶା ସମାଚାର

About admin

Check Also

କଟକ ପୂର୍ବାଞ୍ଚଳ ଆଇନିଜୀବୀ ସଙ୍ଘର ବାର୍ଷିକ ସମିଳନୀ ଅନୁଷ୍ଠିତ

  କଟକ ,୨୫/୦୨/୨୦୨୦(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ପୂର୍ବାଞ୍ଚଳ ଆଇନିଜୀବୀ ସଙ୍ଘର ବାର୍ଷିକ ସମିଳନୀ ଗୁରୁଡ଼ିଝାଟିଆ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି, …

Leave a Reply

Your email address will not be published. Required fields are marked *