Friday , October 18 2019
Breaking News
Home / ତାଜା ଖବର / ଆଠଗଡ଼ ବନଖତ୍ପରେ କଲରାପତରିଆର ମୃତ୍ୟୁ

ଆଠଗଡ଼ ବନଖତ୍ପରେ କଲରାପତରିଆର ମୃତ୍ୟୁ

କଟକ, ୧୮/୦୯/୨୦୧୯(ଓଡ଼ିଶା ସମାଚାର)- କଟକ ଆଠଗଡ଼ ବନଖଣ୍ଡ ହରିଡ଼ାପଶି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି  । ତିଗିରିଆ ନିଜିଗଡ଼ର ଫରେଷ୍ଟ ଅଫିସରେ କଲରାପତରିଆର ମୃତୁଦେହ ରଖାଯାଇଛି  । ବନବିଭାଗ ମୃତ କଲରାପତରିଆ ବାଘର ମୃତ୍ୟୁର କାରଣ ସ୍ପଷ୍ଟ କରିନାହିଁ । କିନ୍ତୁ ଶିକାରୀ ବସାଇଥିବା ବିଦ୍ୟୁତ ତାର ଲାଗି କଲରାପତରିଆର ମୃତ୍ୟୁ ହୋଇଥିବା ବନବିଭାଗ ସୂଚନା ଦେଇଛି  । ଓଡ଼ିଶା ସମାଚାର

About admin

Check Also

ପିପିଏଲ ବ୍ୟାଗିଙ୍ଗ ପ୍ଲାଂଟର ରେଳ ଧାରଣାରେ କଟିଯାଇ ଶ୍ରମିକର ମୃତୁ୍ୟ

ପାରାଦ୍ୱୀପ ୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ପାରାଦ୍ୱୀପ ଫସଫେଟ୍ ଲିମିଟେଡ (ପିପିଏଲ) ସାରକାରଖାନାରେ ସାର ବୋଝେଇ ସମୟରେ ଜଣେ ଶ୍ରମିକ …

Leave a Reply

Your email address will not be published. Required fields are marked *